The Ultimate Managed Hosting Platform
ADVERTISEMENT

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଶ୍ରୀନଗରରେ ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଶ୍ରୀନଗରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିବାକୁ ଯାଉଛନ୍ତି। ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ତାଙ୍କର କଶ୍ମୀର ଗସ୍ତରେ ଯାଇଛନ୍ତି। ଶ୍ରୀନଗରର ଷ୍ଟାଡିୟମରେ ‘ବିକାଶ ଭାରତ ବିକାଶ ଜମ୍ମୁ-କଶ୍ମୀର’ କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି।
ଏକ ସରକାରୀ ବିବୃତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୪୦୦ କୋଟିରୁ ଅଧିକ ମୂଲ୍ୟର ‘ସ୍ବଦେଶ ଦର୍ଶନ’ ଏବଂ ‘ପ୍ରସାଦ’ ଯୋଜନା ଅଧୀନରେ ଦେଶବ୍ୟାପୀ ପ୍ରକଳ୍ପ ଆରମ୍ଭ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login