The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହାଇକୋର୍ଟରୁ ଝଟକା ; ୬୦ କୋଟି ଜମା ନ କରିବା ଯାଏଁ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କୁ ବିଦେଶ ଯାତ୍ରା ମନା

Facebook
Twitter
LinkedIn

ମୁମ୍ବାଇ : ବମ୍ବେ ହାଇକୋର୍ଟ ଆଜି ଶିଳ୍ପା ସେଟ୍ଟୀ ଏବଂ ରାଜକୁନ୍ଦ୍ରାଙ୍କ ୬୦ କୋଟି ଟଙ୍କା ଠକେଇ ମାମଲାରେ ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟ ସେମାନଙ୍କୁ କହିଛନ୍ତି, ଯଦି ସେମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ୬୦ କୋଟି ଟଙ୍କା ଜମା କରିଦିଅନ୍ତୁ । ଦୁହେଁ କୋର୍ଟରେ ସେମାନଙ୍କ ବିରୋଧରେ ଦାୟର ହୋଇଥିବା ୬୦ କୋଟି ଟଙ୍କା ଠକେଇ ମାମଲାରେ ଲୁକଆଉଟ ସର୍କୁଲାରକୁ ରଦ୍ଦ କରିବାକୁ ଦାବିକୁ ରିଥିଲେ । ଏହି ମାମଲାରେ ଆଗାମୀ ଶୁଣାଣି ୧୪ ଅକ୍ଟୋବରରେ ହେବ ।ତେବେ ଏହି ମାମଲାରେ ଦମ୍ପତି ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଯାତ୍ରା ପାଇଁ ଲସ୍ ଏଞ୍ଜେଲସ ଯିବାକୁ ଅଦାଲତକୁ ଅନୁମତି ମାଗିଥିଲେ । କିନ୍ତୁ ହାଇକୋର୍ଟ ବେଞ୍ଚ କୋର୍ଟରେ ୬୦ କୋଟି ଟଙ୍କା ଜମା କରିବା ପରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ନ ହେଲେ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login