ଭୁବନେଶ୍ୱର : ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ଖର୍ଚ୍ଛ । ଡିଏମଏଫ ପାଣ୍ଠିରୁ ୧୩୬ କୋଟି ୮୨ ଲକ୍ଷ ଖର୍ଚ୍ଚ ହୋଇଥିବା ନେଇ ମାନିଲେ ସରକାର । ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ସୂଚନା । ହକି ଷ୍ଟାଡିୟମ ପାଇଁ ଖର୍ଚ୍ଚ ହୋଇଛି ମୋଟ ୨୬୧ କୋଟି ୭୬ ଲକ୍ଷ । ମୋଟ ଖର୍ଚ୍ଚରୁ ସର୍ବାଧିକ ୧୩୬ କୋଟି ୮୨ ଲକ୍ଷ ଡିଏମଏଫରୁ ଯାଇଛି । ବାକି ୧୨୪ କୋଟି ୯୪ ଲକ୍ଷ ରାଜ୍ୟ ବଜେଟରୁ ଯାଇଥିବା କହିଲେ । ହକି ପାଇଁ ଅତିଥି ଚୟନରେ କିଛି ମାପ ଦଣ୍ଡ ନ ଥିବା କହିଲେ ମନ୍ତ୍ରୀ ।
ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ
Views: 74