The Ultimate Managed Hosting Platform
ADVERTISEMENT

ମା’ ଝିଅଙ୍କ ଝୁଲନ୍ତା ମୃତଦେହ ଠାବ

Facebook
Twitter
LinkedIn

ନାରାୟଣ ପାଟଣା : ଘର ଭିତରୁ ମା’ ଝିଅଙ୍କ ଝୁଲନ୍ତା ମୃତଦେହ ଠାବ । କୋରାପୁଟ କାକିରିଗୁମ୍ମା ଥାନା ଲଚ୍ଛମଣି ଗାଁରେ ମୃତଦେହ ଠାବ । ୨ ବର୍ଷର ଝିଅ ସହ ମା’ର ମୃତଦେହ ଘରେ ଝୁଲୁଥିବା ଅବସ୍ଥାରେ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ମା’ ଝିଅ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡି ନ ଥିବା ବେଳେ ଏହା ଆତ୍ମହତ୍ୟା କି ହତ୍ୟା ତାହାର ତଦନ୍ତ କରୁଛି ପୋଲିସ ।

ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ସତର୍କତା , ୫୦ କି.ମି ପବନ ଝଟକା ସମ୍ଭାବନା
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login