ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ
କୋରାପୁଟ: ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ମୃତ ଛାତ୍ର ଜଣଙ୍କ ଦାମନଯୋଡି ମାଥାଲପୁଟ ଅଞ୍ଚଳର କୁନା ପୂଜାରୀ। ଆଜି ନାଲକୋ ଟାଉନ ସିପ ସ୍ଥିତ ଏସଭିଏମ ବିଦ୍ୟାଳୟ ଠାରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ହଠାତ୍ ଅଚେତ ହୋଇ ପଡିଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ନାଲକୋ ହସ୍ପିଟାଲରେ ଛାତ୍ର … Continue reading ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed