The Ultimate Managed Hosting Platform
ADVERTISEMENT

ସୈତାନ ପୁଅ , ମାଆକୁ ପିଟିପିଟି ନେଇଗଲା ଜୀବନ!

Facebook
Twitter
LinkedIn

ଅନୁଗୁଳ : ସୈତାନ ସାଜିଲା ଜନ୍ମକଲା ପୁଅ । ମାଆକୁ ପିଟିପିଟି ତାର ଜୀବନ ନେଇଗଲା । ଅନୁଗୁଳ ଟାଉନ ଥାନା ଶୁଶୁଡ଼ା ଗାଁରେ ଅମାନୁଷିକ ଘଟଣା । ସୂଚନା ଅନୁସାରେ, ସୁସୁଡା ଗାଁର ସୁଧାକର ନାଏକଙ୍କ ପୁଅ ସରୋଜ ନାଏକ ମାଆ ଲତା ନାଏକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login