The Ultimate Managed Hosting Platform
ADVERTISEMENT

ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୪ ବାଇକ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ଅଭାବନୀୟ ଘଟଣା । ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୪ ଟି ବାଇକ ନିଆଁ ଲାଗିବା କାରଣରୁ ବାଇକ ଜଳି ପାଉଁଶ ହୋଇଯାଇଛି । କିଏ ଏବଂ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ପହଂଚି ଛାନବିନ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login