The Ultimate Managed Hosting Platform
ADVERTISEMENT

ପ୍ରିୟଙ୍କାଙ୍କ ବାଜିମାତ, ୪ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ

Facebook
Twitter
LinkedIn

ୱାୟନାଡ : କେରଳ ୱାୟନାଡରେ ୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ପ୍ରଥମ ଥର ଲାଗି ନିର୍ବାଚନ ମଇଦାନରେ ପାଦ ଦେଇ ସଫଳତା ହାସଲ କରିଛନ୍ତି। ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ନବ୍ୟା ହରିଦାସ। ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି ପରାସ୍ତ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନ ସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login