The Ultimate Managed Hosting Platform
ADVERTISEMENT

ସିମ୍ ବକ୍ସ : ରାଞ୍ଚି ଅଭିମୁଖେ ରାଜୁ

Facebook
Twitter
LinkedIn

ସିମ୍ ବକ୍ସ ଖୋଳତାଡ : ରାଞ୍ଚି ଗଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚô ଅଭିମୁଖେ ସ୍ପେଶାଲ ସ୍କ୍ୱାଡ । ଭୁବନେଶ୍ୱର , କଟକ ପରେ ରାଞ୍ଚôରେ ସିମ ବକ୍ସ ତଥ୍ୟ ପରେ ଛାନଭିନ । ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ ପୋଲିସ । ମାଷ୍ଟର ମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପାଲେ ସହାୟତା ନିଆଗଲା । ଆତଙ୍କବାଦୀ ଲିଙ୍କ ସନେ୍ଦହରେ ଭୁବନେଶ୍ୱରରେ ଏନଆଇଏ ପହଁଚିଥିବା ସୂଚନା । ଭୁବନେଶ୍ୱର ଓ କଟକରୁ ୧୨ଟି ସିମ ବକ୍ସ ଜବତ କଲାଣି ପୋଲିସ । ଏଥିରେ ୪୮୧ଟି ଆକ୍ଟିଭ ସିମ ରହିଛି । ୮୧୦ ଷ୍ଟାଣ୍ଡବାଇ ସିମ ରହିଛି । ସେପଟେ ଅଭିଯୁକ୍ତକୁ ନେଇ ସେ ଭୁବନେଶ୍ୱର ଆସି ରହିଥିବା ଲିଙ୍ଗରାଜ ହୋଟେଲରେ ତଦନ୍ତ କରିଛି ପୋଲିସ । ହୋଟେଲ ରାଜୁ ମଣ୍ଡଳ ନାଁରେ ବୁକ ହୋଇଥିଲା । ସେଠାରେ ମାଷ୍ଟର ମାଇଣ୍ଡ ଅସଦ୍ଦୁର ଜମାନ ରହିଥିଲା । ଅସାଦ୍ଦୁର ଭିସା ମାଧ୍ୟମରେ ଭାରତ ଆସିଥିବା କହିଛନ୍ତି ପୋଲିସ କମିଶନର । ରଙ୍କକ୍ସରଳବ ସେ ନିୟମିତ ଦରମା ଦେବା ସହ, ଇଣ୍ଟରନେଟ,ସିମ୍ ରିଚାର୍ଜ ପାଇଁ ଟଙ୍କା ଦେଉଥିଲା । ଅଭିଯୁକ୍ତ ରାଜୁ ନାଁରେ ୪ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ତା ମାଆ ନାଁରେ ଗୋଟିଏ ଆକାଉଣ୍ଟ ରହିଛି । ସବୁଗୁଡିକ ପଶ୍ଚିମବଙ୍ଗରେ ରହିଛି । ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଦୁର୍ଘଟଣା-ରେଳ ମନ୍ତ୍ରୀ

ଓଡିଶାରେ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ । ଭୁବନେଶ୍ୱରରେ ହେବ ସିଲିକନ କାର୍ବାଇଟ ସେମିକଣ୍ଡକ୍ଟର ୟୁନିଟ । ଥ୍ରି ଡି ଗ୍ଲାସ...

ADVERTISEMENT
ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା, ମାର୍ଚ୍ଚ ୧୧ରୁ ରେଜିଷ୍ଟ୍ରେସନ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା , ଆଗାମୀ ୩ ଦିନ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍...

ପୁଞ୍ଚ ରାଜମାର୍ଗରେ ଭୂସ୍ଖଳନ, ରାଜୈାରୀରେ ସମସ୍ତ ସ୍କୁଲ ବନ୍ଦ

ପୁଞ୍ଚ ରାଜମାର୍ଗରେ ଭୂସ୍ଖଳନ, ରାଜୈାରୀରେ ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ : ଜମ୍ମୁ କଶ୍ମୀର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଖନୁର ନିକଟରେ ପାହାଡରୁ...