ନୂଆଦିଲ୍ଲୀ : ସ୍ବାମୀ ସହିତ ଝଗଡା କରି ମାତ୍ର ଦେଢବର୍ଷର ପିଲାର ଜୀବନ ନେଇଗଲା ମା । ସ୍ବାମୀ ସହିତ ଝଗଡା କରିବା ପରେ ମହିଳା ଜଣକ ପିଲାକୁ ନେଇ ଦୁଇ ମହଲା କୋଠା ଉପରୁ ତଳକୁ ପକାଇଦେଇଛି । ଉତ୍ତରପ୍ରଦେଶ ହାପୁଡରେ ଛାତିଥରା ଘଟଣା ଦେଖିବାକୁ ମିଳିଛି ।ଖବର ଅନୁଯାୟୀ, ହାପୁଡରେ ନଗର କୋତିବାଲି ଅଞ୍ଚଳ ମୋହଲ୍ଲା ମଜିଦପୁରାରେ ରହୁଥିବା ୱାମିସ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ଦୁହିଁଙ୍କର ଦୁଇଟି ପିଲା ରହିଛି । ପ୍ରତିଦିନ ୱାମିସ ଘରକୁ ଆସିବା ପରେ ପତ୍ନୀ ଶବାନା ଝଗଡା କରୁଥିଲେ । ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହାପରେ ଶବାନା ଘରର ଛାତ ଉପରକୁ ଚାଲିଯାଇଥିଲା । ସେଠାରେ ଦେଢବର୍ଷ ପୁଅ ବଡ଼ ଭାଇ ସହିତ ଖେଳୁଥିଲା । ଏହା ଦେଖି ମହିଳା ଜଣକ ପିଲାକୁ ଟେକି ଆଣି ଛାତରୁ ଫିଙ୍ଗିଦେଇଥିଲେ ।
ସ୍ଥାନୀୟ ଲୋକ ତୁରନ୍ତ ଆସି ପିଲାଟିକୁ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ତା’ର ଜୀବନ ଚାଲିଯାଇଥିଲା । ଘଟଣା ପରେ ୱାସିମ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାକୁ ଗିରଫ କରିଛି ।
ପିଲାକୁ ଛାତରୁ ଫିଙ୍ଗିଦେଲା ମା , ଚାଲିଗଲା ଦେଢବର୍ଷ ଶିଶୁର ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







