The Ultimate Managed Hosting Platform
ADVERTISEMENT

ସିଆରପିଏଫ-ମାଓବାଦୀ ମୁହାଁମୁହିଁ

Facebook
Twitter
LinkedIn

ନୁଆପଡା : କମ୍ବିଂ ବେଳେ ସିଆରପିଏଫ-ମାଓବାଦୀ-ମାଓବାଦୀ ମୁହାଁମୁହିଁ । ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ ଗୁଳି ବିନିମୟ । କମ୍ବିଂ ବେଳେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ । କମ୍ବିଂ ବେଳେ ଯବାନଙ୍କୁ ସାମ୍ନା କରି ନ ପାରି ଘଟଣାସ୍ଥଳରୁ ମାଓବାଦୀଙ୍କ ଛତ୍ର ଭଙ୍ଗ । ସର୍ଚ୍ଚ ଅପରେସନ ଜାରି । ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳିବିନିମୟ ହୋଇଥିବା ବେଳେ ଏଯାଏ କୈାଣସି କ୍ଷୟକ୍ଷତିର ସୂଚନା ଆସି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login