The Ultimate Managed Hosting Platform
ADVERTISEMENT

ସର୍ଟର ତାଡି ସୁନା ଅଳଙ୍କାର ଲୁଟ୍

Facebook
Twitter
LinkedIn

ଭଦ୍ରକ : ଦୋକାନ ସର୍ଟର ତାଡି ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ । ଭଣ୍ଡାରୀପୋଖରୀ ଥାନା ମଞ୍ଜୁରୀରୋଡରେ ଥିବା ଦୋକାନରୁ ଲୁଟ୍ । ଦୋକାନ ଆଗରେ ପାଲଟାଣି ଭିତରେ ପଶି ଲୁଟିନେଲେ ଦୁର୍ବୁତ୍ତ । ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login