ମୁମ୍ବାଇ : ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ପରମ ସୁନ୍ଦରୀର ଟିଜର ରିଲିଜ ହୋଇଛି । ଯାହା ରିଲିଜ୍ ହେବା ମାତ୍ରେ ୟୁଟ୍ୟୁବ୍ରେ ଭାଇରାଲ୍ ହୋଇଛି । ପ୍ରେମଠାରୁ ଆରମ୍ଭ କରି ଆକ୍ସନ ପର୍ୟ୍ୟନ୍ତ, ପରମ ସୁନ୍ଦରୀଙ୍କ ପ୍ରଥମ ଝଲକରେ ସବୁକିଛି ଦେଖିବାକୁ ମିଳିଛି । ବହୁତ ଦିନ ପରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ଆକ୍ସନ ଅବତାର ଛାଡି ରୋମାନ୍ସକୁ ଫେରିଛନ୍ତି । ତାଙ୍କ ସହ ଜାହ୍ନବୀ କପୁରଙ୍କ ଯୋଡ଼ି ଖୁବ୍ ଶୀଘ୍ର ପରଦାରେ ଧମାଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି ।ପରମ ସୁନ୍ଦରୀ ୨୫ ଜୁଲାଇ ୨୦୨୫ରେ ସିନେମା ହଲରେ ରିଲିଜ୍ ହୋଇବ । ଏହି ଚଳଚ୍ଚିତ୍ରଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।
Views: 22