ମୁମ୍ବାଇ : ବଲିଉଡର ସୁପରଷ୍ଟାର ହ୍ରିତ୍ବିକ ରୋଶନ ପୁଣିଥରେ ନିଜ ପ୍ରଶଂସକ ମାନଙ୍କୁ ଖୁସି ଖବର ଦେଇ ଆଶ୍ଚର୍ୟ୍ୟ କରି ଦେଇଛନ୍ତି । କାରଣ ହେଉଛି ସାଉଥର ମେଗାଷ୍ଟାର ଜୁନିୟର ଏନଟିଆରଙ୍କ ଜନ୍ମଦିନ ଆସୁଛି । ଏହାରି ଭିତରେ ହ୍ରିତ୍ବିକ ରୋଶନ ନିଜ ସୋସିାଲ ପେଜ୍ ରେ ଏକ ପୋଷ୍ଟ କରିଛନ୍ତି । ତେବେ ସେହି ପୋଷ୍ଟରେ ହ୍ରିତ୍ବିକ ରୋଶନ ଏକ ହିଣ୍ଟ ଦେଇଛନ୍ତି । ସେଥିରେ ସେ କହିଛନ୍ତି ମେ ମାସ ୨୦ ତାରିଖରେ ଏନଟିଆରଙ୍କ ପାଇଁ ଦିନଟି ବହୁତ ଖାସ ଓ ଧମାକାଦାର ଦେବାକୁ ଯାଉଛି । ହ୍ରିତ୍ବିକ ରୋଶନଏନଟିଆରଙ୍କ ପାଇଁ ଏକ ଲେଖା ପୋଷ୍ଟ କରିଥିଲେ ତାହା ହେଲା ତୁମେ ଭାବୁଛ କି ମେ ୨୦ ତାରିଖରେ କଣ ହେବାକୁ ଯାଉଛି ଟ୍ଟଯହି ସତ କହିବି ତେବେ ମୋତେ ନିଜକୁ ହିଁ ଜଣାନାହିଁ । ତୁମେ ପ୍ରସ୍ତୁତ ଅଛ କି..ଏହି ଗୋଟିଏ ଧାଡିରୁ ହିଁ ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ହୋଇଯାଇଥିଲା । ସୋସିଆଲ ମିଡିଆରେ ସବୁଠାରେ ଏହାହିଁ ଚର୍ଚ୍ଚା ହେଉଥିଲା ୱାର ୨ ରେ ଜଡିତ ହୋଇଥିବା କିଛି ବଡ କାହାଣୀକୁ ନେଇ ଝଲକ କିମ୍ବା ଟିଜର ଏନଟିଆରଙ୍କ ଜନ୍ମଦିନରେ ରିଲିଜ ହେବାର ସମ୍ବାବନା ରହିଛି । ତେବେ ୟସରାଜ ଫିଲ୍ମର ଆଉ ଏକ ବଡ ଫିଲ୍ମ ୱାର ୨ ରେ ପ୍ରଥମ ଥର ପାଇଁ ହ୍ରିତ୍ବିକ ରୋଶନ ଏବଂ ଜୁନିୟର ଏନଟିଆର ଏକ ସହିତ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ । ଅୟାନ ମୁଖର୍ଜୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି । ୱାର ୨କୁ ନେଇ ପ୍ରଥମରୁ ହିଁ ଅନେକ କାରଣ ରହିଛି । ଆଉ ଏବେ ହ୍ରିତ୍ବିକ ରୋଶନଙ୍କ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ଦର୍ଶକମାନଙ୍କର ଆହୁରି ଉତ୍କଣ୍ଠା ବଢିଛି । ଆମେ ଆପଣଙ୍କୁ କହି ଦେଉଛୁ କି ୱାର ୨ ୟସରାଜ ସ୍ପାଇ ୟୁନିଭର୍ସର ଷଷ୍ଠ ଫିଲ୍ମ ହେୋକୁ ଯାଉଛି ।
ଏହି ଦିନ ରିଲିଜ ହେବ ଫିଲ୍ମ ୱାର-୨
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











