ଭୁବନେଶ୍ୱର : ୟୁନିଟ-୪ ମାର୍କେଟରେ ପୋଲିସ ଓ ଏସଟିଏଫର ଚଢାଉ । ବିଭିନ୍ନ ଦୋକାନରେ ମିଳିତ ଚଢାଉରେ ବିପୁଳ ଗଞ୍ଜେଇ ଜବତ । ୩ ଜଣଙ୍କୁ ଉଠାଇନେଲା ପୋଲିସ , ଏକାଧିôôକ ଚମ୍ପଟ ମାରିଲେ । ନିଶା ବିକ୍ରି ସମ୍ପର୍କୀତ ଅଭିଯୋଗ ପାଇବା ପରେ ବ୍ୟାପକ ହେଲା ଚଢ଼ାଉ । ନିଶାକାରବାର କରୁଥିବା ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି ।
Views: 113











