The Ultimate Managed Hosting Platform
ADVERTISEMENT

ଯୁବ ବର୍ଗଙ୍କ ପାଇଁ ୧ ଲକ୍ଷ କୋଟିର ବଜେଟ, ପ୍ରେସମିଟ କରି ପାଣ୍ଟିଆନ ଦେଲେ ବଡ ଉପହାର

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପ୍ରେସମିଟ୍ । ନିର୍ବାଚନ ଭିତରେ ସାମ୍ବାଦିକ ସମ୍ମିଳନୀରେ ଯୁବବର୍ଗଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ। ବିଜେଡି ନିଜ ଇସ୍ତାହାରରେ ଘୋଷଣା କରିଛି ଯେ, ପ୍ରଥମ ଥର ପାଇଁ ଅଣାଯିବ ୧ ଲକ୍ଷ କୋଟି ଯୁବ ବଜେଟ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା।ମୁଖ୍ୟମନ୍ତ୍ରୀ ଯେଉଁ କ୍ଷେତ୍ରକୁ ଫୋକସ କରନ୍ତି ତାହାକୁ ଏକ ନମ୍ବର କରି ଛାଡନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login