ଆଠଗଡ : ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ । ଗୁରୁଡିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଅଘଟଣ । ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ଓ ବନ ବିଭାଗର ପହଁଚି ତଦନ୍ତ କରିଛି । ଗତକାଲି ରାତିରେ ଅଶୋକାଷ୍ଟମୀ ଯାତ୍ରା ଦେଖିବା ପାଇଁ ପାଖ ଗାଁ ରାଧା ଦାମୋଦରପୁରକୁ ଯାଉଥିଲେ । ଏହି ସମୟରେ ମତ୍ସ୍ୟପୁର ଗାଁ ନିକଟରେ ଏକ ଫାର୍ମ ପାଖରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଖୁଣ୍ଟୁଣୀ ବନ ବିଭାଗ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 63