ବଣାଇ : ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ମାଓ ସାମଗ୍ରୀ ଜବତ । ଝାଡଖଣ୍ଡ ଗୋଏଲକରା ଥାନା ଟେନଟୋ ଜଙ୍ଗଲରେ ମାଓକ୍ୟାମ୍ପ ଧ୍ୱଂସ । ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ । ବିଷାକ୍ତ ଲେପ ଥିବା ତାର, ୨.୫ କେଜି ଗନ ପାଉଡର ଜବତ । ୫ କେଜି ଆମୋନିଆ ନାଇଟ୍ରେଟ ପାଉଡର, ଅନ୍ୟ ସାମଗ୍ରୀ ଜବତ । ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । ପୋଲିସ ଇନଫର୍ମର ସନେ୍ଦହରେ ନାୟବ ସରପଞ୍ଚ ପଞ୍ଚମ ଦାସଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
Views: 82











