The Ultimate Managed Hosting Platform
ADVERTISEMENT

ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଆକାଶରୁ ଫେରିଲା ସ୍ଫାଇସଜେଟ ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୋଟିଏ ପରେ ଗୋଟିଏ ବିମାନରେ ଅଘଟଣ ଦେଖାଯାଉଛି । ପୁଣି ଏକ ବିମାନ ମଝି ଆକାଶରୁ ଫେରି ଆସିଛି । ଆଜି ହାଇଦ୍ରାବାଦରୁ ତିରୁପତି ଯାଉଥିବା ସ୍ପାଇସଜେଟ Q400 ବିମାନ ଉଡ଼ାଣ ଭରିଥିଲା, ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖି ଅଧା ରାସ୍ତାରୁ ଫେରଆସିଥିଲା ।
ଖବର ମୁତାବକ, ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ତିରୁପତି ପାଇଁ ଉଡ଼ାଣ ଭରିଥିଲା ସ୍ପାଇସଜେଟ ବିମାନ । ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଅଧାରୁ ଫେରିଆସିଥିଲା । ସୁରକ୍ଷା ଦୃଷ୍ଟିରୁ ବିମାନକୁ ପାଇଲଟ ହାଇଦ୍ରାବାଦ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ , ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର : ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍...

ADVERTISEMENT
ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଦିଙ୍କ ୧୦୦୦ କୋଟି ଟଙ୍କା ଭେଟି

ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା , ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ

ନୂଆଦିଲ୍ଲୀ : ଟାରିଫ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା । ଚାଷୀଙ୍କ ସ୍ୱାର୍ଥ ସହ କେବେ ସାଲିସ କରାଯିବ ନାହିଁ କହିଲେ ମୋଦି...

Login