The Ultimate Managed Hosting Platform
ADVERTISEMENT

ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦ ଇୟର

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ଯଶପ୍ରିତ ବୁମରାହ ପୁଣି ଥରେ ବଡ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଆଇସିସି ୨୦୨୪ର ବେଷ୍ଟ କ୍ରିକେଟର ଭାବେ ଚୟନ କରିଛି । ଭାରତୀୟ ଟିମ ଆଗାମୀ ମାସରେ ପାକିସ୍ତାନର ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବ । ଆଉ ଏହା ପୂର୍ବରୁ ଭାରତ ପାଇଁ ଆସିଛି ଭଲ ଖବର । ଯଶପ୍ରିତ ବୁମରାହ ୨୦୨୪ରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକା ଓ୍ବିକେଟ ହାସଲ କରିଥିଲେ । ସେ ୨୦୨୪ରେ ମୋଟ ୧୩ ଟେଷ୍ଟ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୧୪.୯୨ ଆଭରେଜରେ ୭୧ ଓ୍ବିକେଟ ନେଇଥିଲେ । ସେହିପରି ବୁମରାହ ୩୨ ଓ୍ବିକେଟ ସହ ବର୍ଡର ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକା ଓ୍ବିକେଟ ନେଇଥିବା ଖେଳାଳି ବିବେଚିତ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login