The Ultimate Managed Hosting Platform
ADVERTISEMENT

ମେ ୨୮ ରେ କୋଭିଡ ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଥରେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲାଣି । କୋଭିଡ-୧୯ ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ଧୀରେଧୀରେ ବ୍ୟାପିବାରେ ଲାଗିଛି। ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଭିଡିଓ କନଫରରେନସିଙ୍ଗରେ ସବୁ ରାଜ୍ୟ ଅଧିକାରୀ ସାମିଲ ହେବେ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଦେଶରେ ବ୍ୟାପୁଥିବା ଦୁଇଟି ଭାରିଏଣ୍ଟରେ କେବଳ ଥଣ୍ଡା ଓ କାଶ ଲକ୍ଷଣ ଦେଖା ଯାଉଛି। ରାଜ୍ୟରେ ଚି଼ହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ରହିଛି। ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ତେଣୁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ରେଳ ଧାରଣାରୁ ଖସିଲା ଟ୍ରେନ , ୨୫ଟିରୁ ଉଦ୍ଧ୍ୱର୍ ବଗି ଲାଇନଚ୍ୟୁତ

ରେଳ ଧାରଣାରୁ ଖସିଲା ଟ୍ରେନ , ୨୫ଟିରୁ ଉଦ୍ଧ୍ୱର୍ ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ : ମାଲ ବୋଝେଇ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ...

ପାଲେଷ୍ଟାଇନ ନାଗରିକଙ୍କ ଉପରେ ପୁଣି ଗୁଳି ବର୍ଷା କଲା ଇସ୍ରାଏଲ

ପାଲେଷ୍ଟାଇନ ନାଗରିକଙ୍କ ଉପରେ ପୁଣି ଗୁଳି ବର୍ଷା କଲା ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ପୁଣି ଥରେ ହଜାର ହଜାର ପାଲେଷ୍ଟାଇନୀ ନାଗରିକଙ୍କ ଉପରେ ଗୁଳି ଚଳାଇଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ହଜାର ହଜାର...

Login