ମାଲକାନଗିରି : ପ୍ରବଳ ବର୍ଷା ସହ ମାଲକାନଗିରିରେ ଭୂସ୍ଖଳନ । ମାଲକାନଗିରି ବାୟାପଡା ଘାଟିରେ ଭୂସ୍ଖଳନ । ନାକାମାମୁଡି ପଞ୍ଚାୟତର ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ । ପ୍ରାୟ ୩ ହଜାର ଲୋକେ ହନ୍ତସନ୍ତ । ତିନି ଦିନ ହେଲା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ହେବା ଫଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
Views: 80