The Ultimate Managed Hosting Platform
ADVERTISEMENT

ମହୁଆ ମୋଇତ୍ରା- ପିନାକୀ ମିଶ୍ର ବିବାହ !

Facebook
Twitter
LinkedIn

ନୂଆଦିଲ୍ଲୀ : ମହୁଆ ମୋଇତ୍ରା-ପିନାକୀ ମିଶ୍ରଙ୍କ ମଧୟରେ ବିବାହ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ବାହାଘର ସରିଥିବା ସୂଚନା । ଜର୍ମାନୀରେ ବାହାଘର ହୋଇଥିବା ନେଇ ସୂଚନା । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି ।
ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ ଆଗରେ ସୁନା ଅଳଙ୍କାର ପିନ୍ଧି ହସହସ ମୁହଁରେ ମହୁଆଙ୍କ ଫଟୋ ପ୍ରକାଶ ପାଇଛି । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ଦି ଟେଲିଗ୍ରାଫରେ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ କ୍ରିଷ୍ଣନଗରର ସାଂସଦ ଅଛନ୍ତି ମହୁଆ ମୋଇତ୍ରା । ପିନାକୀ ମିଶ୍ର ବିଜେଡିର ପୂର୍ବତନ ସାଂସଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login