ଜଳେଶ୍ୱର : ଘର ଭିତରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ । ଭୋଗରାଇ ରସୁଲପୁର ପଞ୍ଚାୟତ ନୟାପାଲି ଗାଁଲି ଗାଁରେ ଅଘଟଣ । ତେବେ ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ଫେରାର ଅଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି । ଭୋଗରାଇ ପୋଲିସ ଘଟଣାର ତଦନ୍ତ କରୁଛି ।
Views: 76











