The Ultimate Managed Hosting Platform
ADVERTISEMENT

ମହାକୁମ୍ଭ ଭିଡ ଯୋଗୁଁ ସ୍କୁଲ ବନ୍ଦ, ଚାଲିବ ଅନଲାଇନ କ୍ଲାସ

Facebook
Twitter
LinkedIn

ପ୍ରୟାଗରାଜ : ମହାକୁମ୍ଭ ଭିଡ଼ ଯୋଗୁ ବନ୍ଦ ହେଲା ସମସ୍ତ ସ୍କୁଲ । ପ୍ରୟାଗରାଜ ମହାକୁମ୍ଭରୁ ଫେରୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେତୁ ବାରାଣସୀରେ ସମସ୍ତ ସ୍କୁଲ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ । ଏ ସମ୍ବନ୍ଧରେ ଗତକାଲି ଏକ ଅଫିସିଆଲ୍ ଆଦେଶ ଜାରି କରାଯାଇଛି । ଜିଲ୍ଲା ଅଧିକାରୀ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଏବଂ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଅନଲାଇନ୍ କ୍ଲାସେସ୍ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ନିର୍ଦ୍ଦେଶ ଅନୁସାରେ, ସ୍କୁଲଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଫେବୃୟାରୀ ୫ ଯାଏ ଅଫଲାଇନ୍ କ୍ଲାସେସ୍ ସ୍ଥଗିତ ରହିବ । ପାଠ୍ୟକ୍ରମ ସାରିବା ପାଇଁ ସମ୍ପୃକ୍ତ ସ୍କୁଲ ସମୟ ଅନୁସାରେ ଅନଲାଇନ୍ କ୍ଲାସେସ୍ ସଞ୍ଚାଳନ କରିବ । ଏହି ଆଦେଶ ଅଞ୍ଚଳର ସମସ୍ତ ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ସ୍କୁଲଗୁଡ଼ିକ ଉପରେ ଲାଗୁ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login