The Ultimate Managed Hosting Platform
ADVERTISEMENT

ମରାଗଲାଣି ୩୦ ହଜାର କୁକୁଡା

Facebook
Twitter
LinkedIn

ପିପିଲି : ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ । ମତ୍ସ୍ୟଜୀବୀ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ନିମାପଡା, ଡେଲାଙ୍ଗରୁ ନମୁନା ଯାଇଛି । ରିପୋର୍ଟ ଆସିଲେ ଜଣାପଡିବ । ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଯାଇଛି , ୨୧ ଟିମ୍ ନିୟୋଜିତ ହୋଇଛନ୍ତି । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଛୋଟ କୁକୁଡାକୁ ୨୦, ବଡ କୁକୁଡା ପାଇଁ ୭୦ ଟଙ୍କା ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login