କୋରାପୁଟ : କୋରାପୁଟ ବସଷ୍ଟାଣ୍ଡ ନିକଟରେ ଭୁଶୁଡି ପଡିଲା ଦୋକାନ ଘର । ଛାତ ତଳେ ଚାପି ହୋଇ ରହିଥିବା ଅନୁମାନ । ଅଗ୍ନିଶମ ବାହିନୀ ଦ୍ୱାରା ଜଣେ ଉଦ୍ଧାର । ଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ୟ୍ୟ ଜାରି । ୩ଟି ଦୋକାନ ଘର ଭୁଶୁଡ଼ି ଥିବାବେଳେ କିଛି ଲୋକ ଫସିଥିବା ଆଶଙ୍କା କାରଯୁଛି । ଘଟଣାସ୍ଥଳରେ ପହଞ୍ଚିଲା ଓଡ୍ରାଫ ଟିମ୍ ।
Views: 47