The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର ୧ ନଂ ହାଟରେ ବିଏମସିର ଚଢାଉ

Facebook
Twitter
LinkedIn

ଭୁବନେଶ୍ୱର : ୧ ନଂ ହାଟରେ ବିଏମସିର ଓ ଯୋଗାଣ ବିଭାଗର ଚଢାଉ । ଆଳୁ , ପିଆଜ ଷ୍ଟକ ସହ ଦର ଯାଞ୍ଚ ପାଇଁ ପହଁଚିଲା ଟିମ୍ । ଷ୍ଟକ ଯାଞ୍ଚ ବେଳେ ୩ ବ୍ୟାବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଆଳୁ କେଜି ପିଛା ୩୫ରୁ ୪୦ ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି । ଯଥେଷ୍ଟ ପରିମାଣର ଆଳୁ ମହଜୁଦ ରହିଛି । ଗାଡି ବି ଆସୁଛି । ଏହା ପରେ ବି ଆଳୁ କେଜି ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ରାଜ୍ୟରେ ଆଳୁ ଦର ଦାମ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ ତାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ଆସିଛି । ଦିନକୁ ଦିନ ସ୍ଥିତି ଜିଳ ହେଉଛି । ଏବେବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ । ଏଭଳି ସ୍ଥିତିରେ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନଂ ହାଟରେ ଚଢାଉ ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login