The Ultimate Managed Hosting Platform
ADVERTISEMENT

ଭାସିଗଲେ ଜଣେ ପର୍ଯ୍ୟଟକ , ଜଣେ ଉଦ୍ଧାର

Facebook
Twitter
LinkedIn

ଜଳେଶ୍ୱର : ଦୀଘା ସମୁଦ୍ରରେ ସ୍ନାନ ବେଳେ ଭାସିଗଲେ ୨ ପର୍ଯ୍ୟଟକ । ଜମେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି । ଆଉ ଜଣଙ୍କୁ ଖୋଜାଖୋଜି ଜାରିରହିଛି । ଉଦ୍ଧାର ଓ ନିଖୋଜ ପଯ ର୍୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଲଘୁଚାପ ପ୍ରଭାବରେ ବର୍ତ୍ତମାନ ସମୂଦ୍ର ଅଶାନ୍ତ ରହିଛି । ଖବର ପାଇ ପୋଲିସ ସହାୟତାରେ ଉଦ୍ଧାରକାରୀ ଟିମ ଦୀର୍ଘ ୧ ଘଣ୍ଟା ପରେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login