The Ultimate Managed Hosting Platform
ADVERTISEMENT

ଭାରତ ପରି ଆମେରିକାରେ ଟିକଟକ ବ୍ୟାନ !

Facebook
Twitter
LinkedIn

ନୂଆଦିଲ୍ଲୀ : ଟିକଟକ ହେବ ବ୍ୟାନ । ଭାରତ ପରେ ବର୍ତ୍ତମାନ ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠୁଛି । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କମ୍ପାନୀର ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଲିଙ୍କ ଥିବା ଅଭିଯୋଗ ହୋଇଛି । ୨୦୨୦ ରେ ଚୀନ୍ ସହିତ ସମ୍ପର୍କ ଖରାପ ହେବା ପରେ ଭାରତ ଚାଇନାର ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ବର୍ତ୍ତମାନ ଆମେରିକାରେ ମଧ୍ୟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ମଙ୍ଗଳବାର ଆମେରିକା ସଂସଦରେ ସାଂସଦମାନଙ୍କ ଦ୍ୱାରା ଉପସ୍ଥାପିତ ଏକ ବିଲ୍ ଚୀନ କମ୍ପାନୀର ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login