The Ultimate Managed Hosting Platform
ADVERTISEMENT

ବିବାହ କାର୍ଡରେ ସିଏସକେ ଲୋଗୋ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତରେ ଆଇପିଏଲ୍ କ୍ରେଜ୍ ବହୁତ ଅଧିକ । ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଲୋକେ ନିଜକୁ ଟିଭି ପରଦା ସମ୍ମୁଖରେ ରଖନ୍ତି । ଏହିପରି ଜଣେ ପ୍ରଶଂସକଙ୍କ ନିମନ୍ତ୍ରଣ କାର୍ଡ ଭାଇରାଲ ହେଉଛି। ନବବିବାହିତ ଦମ୍ପତିଙ୍କୁ ଟ୍ରଫି ପରି କଟ-ଆଉଟ୍ ପୋଷ୍ଟର ସହିତ ପୋଜ୍ ଦେଉଛନ୍ତି । ଏଥିରେ ସେମାନଙ୍କର ଫଟୋଗ୍ରାଫ୍ ଅଛି, ଯାହା ସ୍ପଷ୍ଟ କରୁଛି ଯେ ଉଭୟେ ସିଏସକେ ପ୍ରଶଂସକ ଅଟନ୍ତି ।
ତାମିଲନାଡୁର ଏକ ଦମ୍ପତିଙ୍କ ଏହି ଫଟୋ ଭାଇରାଲ୍ ହୋଇଛି । ଏଥିରେ ଦୁଇଟି ଛବି ପୋଷ୍ଟ କରାଯାଇଛି । ପ୍ରଥମରେ, ନବ ବିବାହିତ ଦମ୍ପତି ଟ୍ରଫି ପରି କଟ-ଆଉଟ୍ ପୋଷ୍ଟର ସହିତ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହାକୁ ଦେଖିଲେ ଲାଗୁଛି ଯେପରି ସେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଜିତିଛନ୍ତି । ଏହି ନିମନ୍ତ୍ରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଲୋଗୋ ଅଛି, ଯେଉଁଥିରେ ବର ଏବଂ ବରର ନାମ ଲେଖାଯାଇଛି । କାର୍ଡରେ ଲେଖାଯାଇଥିବା ନିମନ୍ତ୍ରଣର ବିବରଣୀ ମଧ୍ୟ ସମଗ୍ର କ୍ରିକେଟ୍ ମ୍ୟାଚ୍ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି ଜ୍ଝ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login