The Ultimate Managed Hosting Platform
ADVERTISEMENT

ବଢୁଛି ହୀରାକୁଦ ଜଳସ୍ତର

Facebook
Twitter
LinkedIn

ସମ୍ୱଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ୬୧୨.୬୫ ଫୁଟରେ ପହଞ୍ଚିଲାଣି ଜଳସ୍ତର। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୩୨ ହଜାର ୧୮୦ ଘନଫୁଟ ବନ୍ୟାଜଳ। ବିଭିନ୍ନ କେନାଲ ଓ ପାୱାର କେନାଲ ଦେଇ ନିଷ୍କାସନ ହେଉଛି ୩୯ ହଜାର ୫୮୮ ଘନଫୁଟ ବନ୍ୟାଜଳ। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login