April 27, 2024 1:30 pm

The Ultimate Managed Hosting Platform
ADVERTISEMENT

ପ୍ରାର୍ଥୀ ଭାବେ ଘୋଷଣା ପରେ ଶ୍ରୀଜିଉଙ୍କ ଦର୍ଶନ କଲେ ପ୍ରଣବ

Facebook
Twitter
LinkedIn

ପୁରୀ : ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ ଏହି ଆସନରୁ ବିଜୟ ପାଇଁ ମହାପ୍ରଭୁଙ୍କ ନିକଟରେ ଆଶୀଷ ଭିକ୍ଷା କରିଛନ୍ତି। ସେପଟେ ତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ସମ୍ବଲପୁରରେ ଉତ୍ସାହର ମାହୋଲ ଦେଖାଦେଇଛି। ଏହି ଆସନରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ପ୍ରଣବ। ଗତକାଲି ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜିଠୁ ପ୍ରବଳ ଖରା : ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

୪ ଦିନ ହେଭି ୱେଟ !

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ ସ୍ଥିତି । ହିଟ୍ ୱେଭ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା...

ADVERTISEMENT

Login