April 27, 2024 6:45 pm

The Ultimate Managed Hosting Platform
ADVERTISEMENT

ବଢିଲା ମନରେଗା ପାରିଶ୍ରମିକ, ଏପ୍ରିଲ ୧ରୁ ଲାଗୁ ହେବ

Facebook
Twitter
LinkedIn

ନୂଆଦିଲ୍ଲୀ : ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ନୂଆ ପାରିଶ୍ରମିକ ଅନୁସାରେ ଓଡିଶା ଶ୍ରମିକ ପାଇବେ ୨୫୪ ଟଙ୍କା ମଜୁରୀ । । ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ମଜୁରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଜେପିରେ ସାମିଲ ହେଲେ ଦେବଗଡ଼ ରାଜ ପରିବାର ସଦସ୍ୟ

ବାକି ପ୍ରାର୍ଥୀ ଘୋଷଣା କଲା ବିଜେପି , ସାଲେପୁରରୁ ଅରିନ୍ଦମ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେ୍ଦବ

ଭୁବନେଶ୍ୱର : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ...

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ସାପ କାମୁଡାରେ ଆଖି ବୁଜିଥିଲା ପୁଅ, ପୁଅର ମୃତଦେହ ଦେଖି ହୃଦଘାତରେ ମା’ର ଚାଲିଗଲା ଜୀବନ

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି...

ADVERTISEMENT

Login