April 27, 2024 11:33 am

The Ultimate Managed Hosting Platform
ADVERTISEMENT

ଆଜି ପଦ୍ମ ଧରି ପାରନ୍ତି ଭର୍ତ୍ତୁହରି !

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବିଜେପିରେ ଯୋଗ ଦେଇପାରନ୍ତି ସାଂସଦ ଭର୍ତ୍ତୁହରି ମହତାବ । କଟକ ସାଂସଦ ଭର୍ତ୍ତୁହରି ଆଜି ବିଜେପିରେ ଯୋଗଦେବା ସମ୍ଭାବନା ରହିଛି । ଗତ ୩ ଦଶନ୍ଧୀ ଧରି ବିଜେଡି ସହ ଥିବା ଭର୍ତ୍ତୃହରି ମାର୍ଚ୍ଚ ୨୨ ତାରିଖରେ ଦଳରୁ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିବା ପରେ ଏହାକୁ ନେଇ ରାଜ୍ୟଠୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସେ ବିଜେପିରେ ସାମିଲ ହେବା ପରେ କଟକରେ ୨୦୨୪ ନିର୍ବାଚନ ମଧ୍ୟ ଜୋରଦାର ହେବ ବୋଲି ଜଣାପଡୁଛି । କାରଣ କଟକ ପାଇଁ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାବେଳେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଏହି ଆସନ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରକୃତରେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାରି ଉପରେ ସମସ୍ତଙ୍କ ନଜର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
କଖାରୁ ଭିତରେ ଚାଲାଣ ହେଉଥିଲା ଡ୍ରଗ୍ସ

କଖାରୁ ଭିତରେ ଚାଲାଣ ହେଉଥିଲା ଡ୍ରଗ୍ସ

ଗୌହାଟୀ: ଡ୍ରଗ୍ସକୁ ନେଇ ବିଭିନ୍ନ ପଦ୍ଧତିରେ ଚାଲାଣ କରନ୍ତି ଚଲାଣକାରୀ । ବିଶେଷକରି ଚାଲାଣକାରୀମାନେ ଏଭଳି ଭାବେ ଡ୍ରଗ୍ସ ସହ ସୁନା ଚାଲାଣ କରିଥାନ୍ତି ଯେମିତି ତାଙ୍କର...

Login