The Ultimate Managed Hosting Platform
ADVERTISEMENT

ପାକିସ୍ତାନର ମୁଖା ଖୋଲିଲା ଭାରତ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ । ପହଲଗାମ ଆତଙ୍କୀ ହମଲାକୁ ନେଇ ବର୍ଷିଲେ ଜାତିସଂଘ ସ୍ଥାୟୀ ପ୍ରତିନିଧି । ପାକିସ୍ତାନ ଆତଙ୍କୀଙ୍କୁ ପାଷୁଥିବା ଦେଶ କହିଲେ ଜାତିସଂଘ ପ୍ରତିନିଧି ଯୋଜନା ପଟେଲ । ପାକିସ୍ତାନ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ଏକ ଦୁଷ୍ଟ ରାଷ୍ଟ୍ର । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଖ୍ୱାଜା ସରିଫଙ୍କ ବୟାନ ବିଶ୍ୱ ଶୁଣୁଛି । ଆତଙ୍କୀ ସଂଗଠନକୁ ପାକିସ୍ତାନ ପାଣ୍ଠି ଯୋଗାଉଥିବା ମାନିଛନ୍ତି ଖ୍ୱାଜା । ଭାରତକୁ ନେଇ ପାକିସ୍ତାନର ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ଯୋଜନା ପଟେଲ । ବିନା ତଥ୍ୟ ପ୍ରମାଣରେ ଭିତ୍ତିହୀନ ଅଭିଯୋଗ ଆଣୁଛି ପାକିସ୍ତାନ । ପହଲଗାମକୁ ନେଇ ସାରା ବିଶ୍ୱ ଭାରତ ସହ ଛିଡା ହୋଇଛି । ଏହା ଅନ୍ତ ରାଷ୍ଟ୍ରୀୟ ସ୍ତରରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଉଦାହରଣ । ଆତଙ୍କବାଦୀଙ୍କ କୌଣସି କାର୍ୟ୍ୟକଳାପ ନିନ୍ଦନୀୟ ବୋଲି ଜାତିସଂଘରେ କହିଛନ୍ତି ଯୋଜନା ପଟେଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login