The Ultimate Managed Hosting Platform
ADVERTISEMENT

ପାକିସ୍ତାନର ଆଉ ଏକ ମିଛ, ପରାଜୟ ଲୁଚାଇବା ପାଇଁ ପାକିସ୍ତାନ କରିଥିଲା ମିଛ ଖବରକାଗଜ

Facebook
Twitter
LinkedIn

ନୂଆଦିଲ୍ଲୀ : ଧରାପଡିଲା ପାକିସ୍ତାନର ଆଉ ଏକ ମିଛ । ପରାଜୟ ଲୁଚାଇବା ପାଇଁ ପାକିସ୍ତାନ କରିଥିଲା ମିଛ ଖବରକାଗଜ । ଫ୍ୟାକ୍ଟ ଖବର ବେଳେ ଧରିଲା ପାକିସ୍ତାନର ନିଜ ଖବର କାଗଡ ଦି ଡନ୍ । ଯୁଦ୍ଧକୁ ନେଇ ନିଜ ଦେଶର ଲୋକଙ୍କୁ ଭକୁଆ ବନାଇଥିଲା ପାକିସ୍ତାନ । ବ୍ରିଟେନ ଖବରକାଗଜର ନକଲି ପେଜ ବନାଇ ଭକୁଆ ବନାଇଥିଲା ପାକିସ୍ତାନ । ଦି ଟେଲିଗ୍ରାଫର ପାକ ବାୟୁ ସେନା ସମ୍ପର୍କରେ ନକଲି ପେଜ ବନାଇଥିଲା । ପାକ ବାୟୁସେନା ପିକ ଅଫ ସ୍କାଏ ଲେଖି ଖବର ଛାପିଥିଲା ପାକିସ୍ତାନ । ଏହି ଖବରକୁ ସଂସଦରେ ଦେଖାଇ ଚର୍ଚ୍ଚା ସାଉଁଟିଥିଲା ପାକ ବୈଦେଶିକ ମନ୍ତ୍ରୀ ।ହଲଗାମ ଆକ୍ରମଣ ପରେ ଆତଙ୍କବାଦର ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୁର ଉପରେ କେନ୍ଦ୍ର ସରକାର ଅନେକ ପାକିସ୍ତାନୀ ଖବରର ସତ୍ୟତା ଯାଞ୍ଚ କରିଛନ୍ତି। ପ୍ରେସ୍ ସୂଚନା ବ୍ୟୁରୋର ସତ୍ୟତା ଯାଞ୍ଚ ୟୁନିଟ୍ ସୋସିଆଲ ମିଡିଆରେ ପ୍ରସାରିତ “ସନ୍ଦେହଜନକ ବିଷୟବସ୍ତୁ” ବିରୁଦ୍ଧରେ ସତର୍କ କରାଇଛି ଏବଂ ଏହାକୁ “ପାକିସ୍ତାନ ପ୍ରାୟୋଜିତ ପ୍ରଚାର” ବୋଲି କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login