ନୂଆପଡା : ନୂଆପଡା ରାଜନୀତିରେ ବିଜେଡିକୁ ପୁଣି ଏକ ଝଟକା । ବିଜେପିରେ ସାମିଲ ହେଲେ ଲମ୍ବୋଧର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢିଥିଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତିଙ୍କୁ ଲେଖିଲେ ଚିଠି । ସୂଚନାଯୋଗ୍ୟ, ଗତ ନିବାଚନରେ ଲମ୍ବୋଦର କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ୪ ଲକ୍ଷ ୧୦ ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ।
Views: 16