The Ultimate Managed Hosting Platform
ADVERTISEMENT

ନୂଆ ଲୁକ୍‌ରେ ନଜର ଆସିଲେ ଅମୀର

Facebook
Twitter
LinkedIn

ବଲିଉଡ୍‌ର ମିଷ୍ଟର ପରଫେକନିଷ୍ଟ ଅମୀର ଖାନ। ନିକଟରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲାଲ ସିଂ ଚଢା’ । ଫିଲ୍ମକୁ ନେଇ ସେ କ୍ରମାଗତ ଚର୍ଚ୍ଚାରେ ଥିଲେ। ଏହି ଫିଲ୍ମକୁ ବଏକଟ୍‌ର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏଥର ସେ ଦିଲ୍ଲୀର ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠାରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଥିଲେ। ଅମୀରଙ୍କ ପିଲାଦିନର ବନ୍ଧୁ ଦିଲ୍ଲୀର ଏକ କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ । ଯେଉଁଥିରେ ଅମୀର ଫିଲ୍ମ କ୍ୟାରିୟର ବିଷୟରେ କହିଥିଲେ କି “ଯେତେବେଳେ ଅଭିନେତା ଭାବରେ ଫିଲ୍ମ କରେ, ସେତେବେଳେ ମୁଁ ସମ୍ପୂର୍ଣ୍ଣ ହଜିଯାଏ । ମୁଁ ମୋ ଜୀବନରେ ଆଉ କିଛି ଜାଣି ନ ଥାଏ। ଲାଲ ସିଂ ଚଢା ପରେ ମୋତେ ଚାମ୍ପିଅନ୍ସ ନାମକ ଏକ ଫିଲ୍ମ କରିବାର ଥିଲା। କାହିଁକି ନା ଆଶ୍ଚର୍ଯ୍ୟଜନକ ସ୍କ୍ରିପ୍ଟ,, ସୁନ୍ଦର କାହାଣୀ ଏବଂ ଏପରି ଏକ ଚଳଚ୍ଚିତ୍ର ଯାହା ହୃଦୟକୁ ସ୍ପର୍ଶ କରେ। କିନ୍ତୁ ମୁଁ ଏବେ ଭାବୁଛି ମୋତେ ବିରତି ନେବାକୁ ହେବ। ମୋ ପରିବାର, ମା, ମୋ ପିଲାମାନଙ୍କ ସହିତ ରହିବାକୁ ଚାହୁଁଛି।

ଏହା ବ୍ୟତୀତ ଆହୁରି କହିଛନ୍ତି, ‘ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୋର ସମ୍ପୂର୍ଣ୍ଣ ଧ୍ୟାନ ମୋ କାମ ଉପରେ ଅଛି। ହେଲେ ମୋ ନିକଟବର୍ତ୍ତୀ ଲୋକଙ୍କ ପାଇଁ ଏହା ଭଲ ନୁହେଁ । କହିବାକୁ ଗଲେ ସେ ଜଣେ ନିର୍ମାତା ଭାବରେ କାମ ଜାରି ରଖିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login