The Ultimate Managed Hosting Platform
ADVERTISEMENT

ନନ୍ଦନକାନନ ଆସିଲେ ୨ ଜିରାଫ

Facebook
Twitter
LinkedIn

ଭୁବନେଶ୍ୱର : କୋଲକତା ଆଲିପୁର ଚିଡିଆଖାନାରୁ ଅଣାଗଲା ୨ ଜିରାଫ । ଦେଢ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଇ ଜିରାଫ ଅଣାଗଲା । ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି । ଗତକାଲି ବିଳମ୍ବିତ ରାତିରେ ଆସି ନନ୍ଦନକାନନରେ ପହଁଚିଛି । ୨ ଜିରାଫ ଆସିବା ପରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ତେବେ ୨୦୧୨ରେ ବିହାରର ପାଟଣା ଚିଡିଆଖାନାରୁ ଖୁସି ନାମ ମାଇ ଜିରାଫ ନନ୍ଦନକାନନକୁ ଆସିଥିଲା । ଏବେ ଖୁସିକୁ ତାର ସାଥୀ ମିଳିଗଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login