The Ultimate Managed Hosting Platform
ADVERTISEMENT

ଧସ୍ତାଧସ୍ତି ପରେ କେନାଲ ଅବରୋଧ ହଟିଲା

Facebook
Twitter
LinkedIn

ବ୍ରହ୍ମଗିରି : ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି ପରେ କେନାଲ ଅବରୋଧ ହଟିଲା । ହରିଦାସ ଗାଁ ଲୋକଙ୍କ ପ୍ରତିବାଦକୁ ପ୍ରତିହତ କରି ବନ୍ଧ କାଟିଲା ପ୍ରଶାସନ । କେନାଲ ବନ୍ଧ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି । ବିରୋଧ କରୁଥିବା ୫୦ରୁ ଉଦ୍ଧ୍ୱର୍ ଗ୍ରାମବାସୀଙ୍କୁ ଉଠାଇ ନେଲା ପୋଲିସ । କାଲିଠୁ ଅଞ୍ଚଳରେ ବିଏନଏସଏସ ୧୬୩ ଜାରି ରହିଛି , ବ୍ୟାପକ ପୋଲିସ ମୁତୟନ । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମ ଏବଂ କୁସୁବେଣ୍ଟି ଗ୍ରାମ ମଧ୍ୟରେ ପାଣି ନାଳକୁ ନେଇ ବିବାଦ ରହି ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login