ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପ୍ରସଙ୍ଗରେ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ଗୁମାସ୍ତା, ରିମୋଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର । ବିପଦରେ ଗଣତନ୍ତ୍ର , ସଭାରେ କେବଳ ଗୋଟିଏ ନେତା । ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପଛରେ ଉଦେ୍ଦଶ୍ୟ ରହିଛି । ଗୋଟିଏ ଆସନ ଛାଡିବେ ବାବୁଙ୍କ ପାଇଁ ତାଙ୍କୁ ଦାୟିତ୍ୱ ଦେବେ । ପାଣ୍ଡିଆନଙ୍କୁ ପଛଦ୍ୱାର ବାଟେ ପ୍ରବେଶ କରାଇ ଶାସନ ଭାର ଦେବାର ଚକ୍ରାନ୍ତ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ସଫଳ କରାଇ ଦେବୁନି ।
Views: 58