The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ୨ ଜଣଙ୍କର ଚାଲିଗଲା ଜୀବନ, ଭ୍ୟାନ ଜାଳିଦେଲେ ଲୋକେ

Facebook
Twitter
LinkedIn

ଝାରସୁଗୁଡା : ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କର ଜୀବନ । ଝାରସୁଗୁଡା ସମ୍ବଲପୁର ରାସ୍ତାର ସାରସମାଲରେ ଦୁର୍ଘଟଣା । ଦୁର୍ଘଟଣା ପରେ ପିକଅପ ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଉତ୍ତେଜନା ଯୋଗୁଁ ଘଟଣାସ୍ଥଳରେ ପହଁଚିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login