ଭୁବନେଶ୍ୱର : ରାଜ୍ୟରେ ବର୍ଷକରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ଲକ୍ଷପତି ଦିଦି ଆଗକୁ କୋଟିପତି ଦିଦି ଆଖ୍ୟା ପାଇବେ । ସାରା ବିଶ୍ୱରେ ମଡେଲ ହେବ ଓଡିଶା, ଶିଳ୍ପପତି ଭାବେ ଗଣା ହେବେ । ସମଗ୍ର ଦେଶରେ ବର୍ଷକରେ ଏକ ନମ୍ବର ରାଜ୍ୟ ଆଖ୍ୟା ପାଇଛୁ । ଅର୍ଥନୀତିକୁ ସଶକ୍ତ କରିବାରେ ଲକ୍ଷପତି ଦିଦିଙ୍କର ବଡ ଭୂମିକା ।
Views: 123











