The Ultimate Managed Hosting Platform
ADVERTISEMENT

ଦିଲ୍ଲୀର ବହୁ ସ୍କୁଲରେ ବୋମା ଆତଙ୍କ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଏକାଧିକ ସ୍କୁଲକୁ ବୋମା ବିସ୍ଫୋରଣ ଧମକ । ଇ ମେଲରେ ଆସିଛି ଧମକ । ପିଲାଙ୍କୁ ଫେରାଇଲେ କର୍ତ୍ତୁପକ୍ଷ । ଡଗ୍ ସ୍କ୍ୱାର୍ଡ ଓ ଦିଲ୍ଲୀ ପୋଲିସ ପକ୍ଷରୁ ସ୍କୁଲ ପରିସର ଯାଞ୍ଚ । ଛାତ୍ରଛାତ୍ରୀ , ଅଭିଭାବକଙ୍କୁ ଭୟଭୀତ ନ ହେବାକୁ ପୋଲିସର ପରାମର୍ଶ । ଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି । ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଛି । ଗୋଟିଏ ଇ-ମେଲ୍ରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଛି । ପୂରା ସ୍କୁଲକୁ ଖାଲି କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି । ଦେଶ ବାହାରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଆଇପି ଆଡ୍ରେସ୍ରୁ ଜଣାପଡ଼ିଛି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login