ନୀଳଗିରି : ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ । ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଅର୍ଥ ହଡ଼ପ ଅଭିଯୋଗରେ ଚାଲିଛି ଖୋଳତାଡ଼। ଚଢାଉରେ ୨ ଡିଏସପିଙ୍କ ନେତୃତ୍ଵରେ ସାମିଲ୍ ଅଛନ୍ତି ୧୨ ଜଣିଆ ଟିମ୍। ଗୁରୁତ୍ୱପୂର୍ଣ୍ଣ କାଗଜ ଖୋଜୁଛି ଟିମ୍। ତିନିଟି ପ୍ଲଟ, ଗୋଟିଏ ବ୍ରିଜା କାର, ୨ ଗୋଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୨ ଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୨ ଏଏସଆଇଙ୍କ ସମେତ ୧୨ ଜଣ ସାମିଲ ଅଛନ୍ତି।
Views: 36