The Ultimate Managed Hosting Platform
ADVERTISEMENT

କାଲି ୩ଟା ପର୍ଯ୍ୟନ୍ତ ୟୁଜି ନାମଲେଖା

Facebook
Twitter
LinkedIn

ଭୁବନେଶ୍ୱର : ପ୍ରଥମ ରାଉଣ୍ଡ ୟୁଜି ୨୦୨୫ -୨୬ ନାମଲେଖା ଅବଧି ବଢିଲା । ଜୁନ ୨୧ ତାରିଖ ଅପରାହ୍ମ ୩ଟା ପର୍ଯ୍ୟନ୍ତ ବଢିଲା । ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟରେ ଭିତରେ କରିପାରିବେ । ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି କରିପାରିବେ । ଏଥିପାଇଁ Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login