The Ultimate Managed Hosting Platform
ADVERTISEMENT

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ !

Facebook
Twitter
LinkedIn

ବାରଙ୍ଗ : ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଜୀବନ ହାରିବା ଅଭିଯୋଗ । ବାରଙ୍ଗ ଚଣ୍ଡୀପ୍ରସାଦ ନିକଟ ରେଳ ଧାରଣାରେ ଯୁବକଙ୍କ ମୃତଦେହ ମିଳିଛି । ଟ୍ରେନ ଲାଇନ କଡ଼ରେ ରହିଛି ଯୁବକଙ୍କ ସ୍କୁଟର । ସ୍କୁଟରରେ ଯୁବକଙ୍କ ଡାଏରୀରେ ଜୀବନ ହାରିବା ସମ୍ପର୍କିତ ହାତଲେଖା ନୋଟ ରହିଛି । ଯୁବକ ଜଣକ ହେଲେ ଆଶିଷ କୁମାର ଜେନା । ଗତକାଲି ସନ୍ଧ୍ୟା ସମୟରେ ଆଶିଷ ଜେନା ଏକ ସ୍କୁଟର ଯୋଗେ ରେଳଲାଇନ କଡ଼କୁ ଆସିଥିଲେ । ସ୍କୁଟର ଉପରେ ଗାଡ଼ିର ଚାବି ରଖି ଟ୍ରେନ ଆଗକୁ ଡେଇଁପଡି ଜୀବନ ହାରିଥିଲେ । ଦୀର୍ଘ ସମୟ ଯାଏ ଏକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା । ହେଲେ ସେ କେଉଁ ଅଞ୍ଚଳର ବୋଲି ତାହା ଜଣା ପଡ଼ିନାହିଁ । ଜୀବନ ହାରିବା ସମ୍ପର୍କରେ ନିଜର ହାତଲେଖା ନୋଟ ମଧ୍ୟ ରହିଛି । ଖବର ପାଇ ବାରଙ୍ଗ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login