ଭୁବନେଶ୍ୱର : ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ ସି ସେଟରେ ୪ ମାର୍କ କମ ଥିବା ସୂଚନା । ତ୍ରୁଟିକୁ ସ୍ୱୀକାର କଲେ ବୋର୍ଡ ସଭାପତି । ୧୦୦ ମାର୍କ ପାଇଁ ପରୀକ୍ଷା ହେଉଥିବା ବେଳେ ସବଜେକଟିଭ ପ୍ରଶ୍ନପତ୍ରରେ ୫୦ ମାର୍କରୁ ୪୬ ମାର୍କର ପ୍ରଶ୍ନ ଥିଲା । ଏ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ମୂଲ୍ୟାୟନ ବେଳେ ବୋର୍ଡ କମିଟି ଏହାକୁ ନଜର ଦେବ ବୋଲି ବୋଡ କହିଛି । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି ।
Views: 94











