The Ultimate Managed Hosting Platform
ADVERTISEMENT

ଟୋଙ୍ଗାରେ ଭୟଙ୍କର ଭୂକମ୍ପ, ସୁନାମି ସତର୍କତା ଜାରି

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପ ପରେ ଟୋଙ୍ଗାରେ ଭୟଙ୍କର ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ତଥାପି, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ୟ୍ୟନ୍ତ ସୂଚନା ମିଳିନାହିଁ । ସୂଚନା ଅନୁଯାୟୀ, ଟୋଙ୍ଗାରେ ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ଏକ ବଡ଼ ଧରରର ଭୂମିକମ୍ପ ହୋଇଛି, ଯାହା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ପାଇଁ ସୁନାମି ଆସିବାର ଆଶଙ୍କା ସୃଷ୍ଟି କରିଛି । ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ମୁଖ୍ୟ ଦ୍ୱୀପରୁ ପ୍ରାୟ ୬୨ମାଇଲ ଉତ୍ତର-ପୂର୍ବରେ ୬.୧ ତୀବ୍ରତାର ଭୂମିକମ୍ପ ଆସିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login